ଥାନା ସିସିଟିଭି ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ
*-ରାଜ୍ୟର ସବୁ ଥାନାରେ ଅଚଳ ସିସିଟିଭି କ୍ୟାମେରା ସଜାଡ଼ିବାକୁ ନିର୍ଦ୍ଦେଶ*
*-ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ସିଇଓଙ୍କୁ ଜରୁରୀ ଚିଠି*
*-ଓଡ଼ିଶା ପୋଲିସ ମୁଖ୍ୟାଳୟ ଉଦବେଗ୍ ପ୍ରକାଶ କରିବା ସହ କଲା ଚିଠି*
*-ଅତି ଜରୁରୀ ଭାବେ ଗ୍ରହଣ କରି ଶୀଘ୍ର ସମାଧାନ ପାଇଁ ଚିଠିରେ ଉଲ୍ଲେଖ*
*-ଏବେ ରାଜ୍ୟର ୨୯୭ଟି ଥାନା ଓ ୨୭ଟି ଆଉଟପୋଷ୍ଟରେ ସିସିଟିଭି ଅଚଳ*
*-୬୪୫ଟି ପୋଲିସ୍ ଷ୍ଟେସନ ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ଅଫଲାଇନ୍ରେ ରହିଛି*
*-ଥାନାର ସିସିଟିଭି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି*


admin 
