*ଆଧାର କାର୍ଡ ଜନ୍ମ ତାରିଖ ପ୍ରମାଣ ନୁହେଁ- UIDAI*

*ଆଧାର କାର୍ଡ ଜନ୍ମ ତାରିଖ ପ୍ରମାଣ ନୁହେଁ- UIDAI*

*-ଆଧାର କାର୍ଡ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି*

*-ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ*

*-ଆଧାର କାର୍ଡ ଦ୍ୱାରା ଆପଣଙ୍କ ପରିଚୟ ପ୍ରମାଣିତ ହୋଇପାରେ*

*-କିନ୍ତୁ ଆପଣଙ୍କ ଜନ୍ମ ତାରିଖ ପ୍ରମାଣିତ ହୁଏ ନାହିଁ- UIDAI*

*-ଆଧାରର ଉଦ୍ଦେଶ୍ୟ ଅଥେଣ୍ଟିକେସନ ମାଧ୍ୟମରେ ପରିଚୟ ସ୍ଥାପନ କରିବା*

*-ଆଧାର ଜନ୍ମ ତାରିଖ ୟୁଜର ଦ୍ୱାରା କିମ୍ବା ଅପଡେଟ ସମୟରେ ଦିଆଯାଇ ଥାଏ*