ନାବାଳିକାଙ୍କୁ ହତ୍ୟା ପ୍ରତିବାଦରେ ଟିକାବାଲି ବନ୍ଦ .

ନାବାଳିକାଙ୍କୁ ହତ୍ୟା ପ୍ରତିବାଦରେ ଟିକାବାଲି ବନ୍ଦ
ସିବିଆଇକୁ ତଦନ୍ତ ହସ୍ତାନ୍ତର ଦାବି
ଟିଲାଚଲି - କନ୍ଧମାଳ ଜିଲ୍ଲା ଟିକାବାଲି ଥନା ଅନ୍ତର୍ଗତ ପଞ୍ଚଦର ସାହିର ନାବାଳିକାଙ୍କୁ ହତ୍ୟା ଓ ପୋଡ଼ିଦିଆଯିବା ଘଟଣାରେ ମଙ୍ଗଳବାର ଟିକାବାଲି ବନ୍ଦ ଡାକରା ଦିଆଯାଇଥିଲା । ଜଘନ୍ୟ କାଣ୍ଡ ଘଟାଇଥୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷନ ସହ ୬ ଦଫା ଦାବି କରାଯାଇଛି।
ଆଜି ଟିକାବାଲିର ବିଭିନ୍ନ ସଂଘ ଏବଂ ଜନସାଧାରଣ ମିଳିତ ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ପରୀକ୍ଷା ଚାଲିଥୁଟ ସ୍କୁଲ, କଲେଜ, ମେଡିକାଲ, ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ପେଟ୍ରୋଲ ଟାଙ୍କି ଡ ରହିଥିଲା । ଯାନବାହନ ବନ୍ଦ ରହିବା ଫଳରେ ଯତାଘାତ ବଧପ୍ରାପ୍ତ ହୋଇଥିଲା। ପରେ ୬ ଦଫା ଦାବି ସମ୍ବଳିତ ଦାବିପତ୍ର ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । ଟିକାବାଲି ନାବାଳିକା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କଠୋର
କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟ ସମସ୍ତ ସହଯୋଗୀଙ୍କୁ ଦୂରକ୍ଷା ଗିରଫ କରାଯିବା ଦାବିରେ ଆଜି ୧୨ଘଣ୍ଟିଆ ଟିକାବାଲି ବନ୍ଦ ଡାକରା ଦିଆଯାଇଥୁରା । ଘଟଣାର ତ୍ବରିତ ଏବଂ ନିରପେକ୍ଷ ତବତ୍ତ ନିମନ୍ତେ ମାମଲା ସିଟିଆରକୁ ହସ୍ତାନ୍ତର ପାଇଁ ବଟି କରଯାଇଛି। ଏଥିସହ ତୁରନ୍ତ ଫଇସଲା ନିମନ୍ତେ ଫାଷ୍ଟଟ୍ରାକ୍ କୋର୍ଟରେ
ବିଚାର କରାଯିବା ସହିତ ପୀଡ଼ିତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ । କନ୍ଧମାଳ ଭଳି ଆଦିବାସୀ ଅଧୁଷ୍ଠିତ ଅଞ୍ଚଳରେ ଘଟିଥିବା ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ବୋଲି କୁହାଯାଇଛି।