*ନିଆଳି ପନିର୍‌ରେ ମଇଦା ଡିଟରଜେଣ୍ଟ*

*ନିଆଳି ପନିର୍‌ରେ ମଇଦା ଡିଟରଜେଣ୍ଟ*

*-କଟକ ନିଆଳି ପନିର୍‌ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ*

*-ପନିର ଅପମିଶ୍ରିତ ନେଇ ସ୍ପଷ୍ଟ କଲେ KMC ସ୍ୱାସ୍ଥ୍ୟ ଅଧିକାରୀ*

*-ହରିୟାଣା ଲ୍ୟାବ୍‌ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଲା ସତ*

*-ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା*

*-ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି*

*-ପ୍ରାଥମିକ ତଦନ୍ତରୁ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି*

*-ପନିରକୁ ସଫ୍ଟ କରିବା ପାଇଁ ମିଶୁଥିଲା ଡିଟରଜେଣ୍ଟ*