ପଟ୍ଟାୁଣ୍ଡାଇ ତାଳୁକ ଆଇନ ସେବା ସମିତି ର ରାଷ୍ଟ୍ରୀୟ ଏକତା ଦିବସ
ପଟ୍ଟାମୁଣ୍ଡାଇ ତା 31.10.26 ରିଖ, ପଟ୍ଟାମୁଣ୍ଡାଇ ନୟାଳୟ ପରିସରରେ, ଲୋହମାନବ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଏକତା ଦିବସ ପାଳିତ ହୋଇ ଅଛି. ଏହି ଅବସର ସଭାରେ, ଜିଲ୍ଲା ଅତି ରିକ୍ତ ଜଜ ତଥା ତାଳୁକ ଆଇନ ସେବା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ପୃଷ୍ଟି ଙ୍କ ପୌରହିତ ସଭା ରେ ସିଭିଲ ଜଜ୍ ତଥା ଜେ ମଏଫ ସି ଜଜ ବିଦୂତ ଲତା ପ୍ରଧାନ, ଆଡିଶିନାଲ ସିଭିଲ ଜଜ୍ ତଥା ଜେ ଏମ ଏଫ୍ ସି ଡି. କେ. ବାଳକ୍ରୀଷ୍ଣନ, ସରକାରୀ ଓକିଲ ସୁରେଶ କୁମାର ନରେନ୍ଦ୍ର ଯୋଗ ଦେଇ, ଭାରତ ଏକତା, ଅଖଣ୍ଡତା ବଜାର ରଖିବା ସହିତ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ନୀତି ଆଦର୍ଶ ଦ୍ୱାରା ପରିଚାଳିତ ହେଲେ ସୁନ୍ଦର ଭାରତ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ. ଶେଷରେ ଶ୍ରୀଯୁକ୍ତ ବିଦ୍ୟାଧର ପୃଷ୍ଟି ଦେଶର ଏକତା, ଅଖଣ୍ଡତା ବଜାଇ ରଖିବା ପାଇଁ, ନୟାଳୟ ର ସମସ୍ତ କର୍ମଚାରୀ ତଥା ପଟ୍ଟାମୁଣ୍ଡାଇ କୋର୍ଟ ର ଓକିଲ ମାନେ ଶପଥ ପାଠ କରିଥିଲେ. ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ରିଟନର ମନୋଜ କୁମାର ନାୟକ ଧନ୍ୟବାଦ ଦେଇ ଥିଲେ. ବରିଷ୍ଠ ଆଇନୀ ଜୀଵୀ ବିଜୟ କୁମାର ରାଉତ, ପ୍ରଫୁଲ୍ଲ କୁମାର ଦାଶ, ଅପର୍ଣ୍ଣା ସାମଲ ପ୍ରଭୁତି ପରିଚାଳନା କରିଥିଲେ.
*କେନ୍ଦ୍ରପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା*


admin 
