ପରଲୋକରେ ବିଶିଷ୍ଟ ସାମ୍ୱାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ। କିଛି ଦିନ ତଳେ ସଡ଼କ

ପରଲୋକରେ ବିଶିଷ୍ଟ ସାମ୍ୱାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ। କିଛି ଦିନ ତଳେ ସଡ଼କ

*ପରଲୋକରେ ବିଶିଷ୍ଟ ସାମ୍ୱାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ। କିଛି ଦିନ ତଳେ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ପୁରୀସ୍ଥିତ ବାସଭବନକୁ ଫେରିଥିଲେ। ହେଲେ ମସ୍ତିଷ୍କରେ ରକ୍ତଜମା ସମସ୍ୟାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଡାକ୍ତରଙ୍କ ନିରନ୍ତର ପ୍ରୟାସ ସତ୍ତ୍ୱେ ଆଜି ସକାଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଇଟିଭି, ନକ୍ଷତ୍ର, ନନ୍ଦିଘୋଷ ଭଳି ଅନେକ ଟିଭି ଚାନେଲରେ କାମ କରିଥିଲେ ପୂର୍ଣ୍ଣେନ୍ଦୁ। ବେଶ୍ ମେଳାପୀ, ମିଷ୍ଟଭାଷୀ ଓ ଦକ୍ଷ ସାମ୍ୱାଦିକଙ୍କୁ ହରାଇଲା ଓଡ଼ିଶା।*