ପାଣ୍ଡିଆନଙ୍କ_ନାଁ_ନେଇ_ଦଳର_କ୍ଷତି_କରୁଛନ୍ତି.

ପାଣ୍ଡିଆନଙ୍କ_ନାଁ_ନେଇ_ଦଳର_କ୍ଷତି_କରୁଛନ୍ତି.

*ପାଣ୍ଡିଆନଙ୍କ_ନାଁ_ନେଇ_ଦଳର_କ୍ଷତି_କରୁଛନ୍ତି.* *-ପାଣ୍ଡିଆନଙ୍କ ସପକ୍ଷରେ ୪ ସାଂସଦଙ୍କ ପୋଷ୍ଟ ପ୍ରସଙ୍ଗ* *-ବର୍ଷିଲେ ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା* *-‘ଯାହା ସବୁ ହେଉଛି ଦଳ ପାଇଁ କ୍ଷତିକାରକ, ଯବନିକା ପଡ଼ିବା ଉଚିତ’* *-‘ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି’* *-‘ଶୀଘ୍ର ସଭାପତି ଏହା ଉପରେ ଯବନିକା ପକାଇବା ଉଚିତ’* *-ଅଧିକ ବିଳମ୍ବ କରିବା ଠିକ୍‌ ହେଉନି- ପଦ୍ମନାଭ ବେହେରା*