ବୈତରଣୀର ଉପର ମୁଣ୍ଡରୁ ମାଡ଼ି ଆସୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା I

ବୈତରଣୀର ଉପର ମୁଣ୍ଡରୁ ମାଡ଼ି ଆସୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା I

ବୈତରଣୀର ଉପର ମୁଣ୍ଡରୁ ମାଡ଼ି ଆସୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା I
ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଲୋକେ ଏହି କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀର ଆଖୁଆପଦା ଆନିକଟ ନିକଟରେ ବନ୍ୟାଜଳ  ସତର୍କ ସଙ୍କେତର ଜଳସ୍ତର ୧୭.୮୩ ମିଟର ରହିଥିବା ‌ବ‌େଳେ ବିପଦ ସଂକେତ ୧୮.୩୩ ମିଟର ରହିଛି।