ପୁରୀରେ_ଦେଢ଼_ଗୁଣ_ଅଧିକ_ଭକ୍ତ' .

ପୁରୀରେ_ଦେଢ଼_ଗୁଣ_ଅଧିକ_ଭକ୍ତ' .

ପୁରୀରେ_ଦେଢ଼_ଗୁଣ_ଅଧିକ_ଭକ୍ତ' .
-ରଥଟଣା ବିଳମ୍ବକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା
-'ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା'
-ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା'
'-କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା'
'-ଏଥର ଦେଢ଼ ଗୁଣ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା'
'-ଆଶା ଅନୁସାରେ ଅଧିକ ଲୋକ ହୋଇଥିଲେ'
'-ବିଧି ରକ୍ଷା କରି ନନ୍ଦିଘୋଷ ରଥକୁ ଅଳ୍ପ ଟାଣି ବନ୍ଦ କରାଗଲା'
'-ଏଥର କୌଣସି ଅଘଟଣ ଘଟିନି, ଭକ୍ତଙ୍କ ଅସୁବିଧା ହୋଇନି'