ବନ୍ୟାରେ ୮ଲକ୍ଷ ଲୋକ ପ୍ରଭାବିତ- ମୁଖ୍ୟମନ୍ତ୍ରୀ
*-ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା*
*-୧୨ଟି ବ୍ଲକ ଆକାଶ ମାର୍ଗରୁ ଅନୁଧ୍ୟାନ କରି ଫେରିଛି*
*-ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି*
*-୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି*
*-୧୭ ଓଡ୍ରାଫ୍ , ୭ NDRF , ୧୨୯ ଅଗ୍ନିଶମ ଟିମ୍ ନିୟୋଜିତ*
*-ପାଣି ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ନିର୍ଦ୍ଦେଶ*
*-SDRFରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି- ମୁଖ୍ୟମନ୍ତ୍ରୀ*
*-ବନ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି*
*-ନଦୀରେ ପାଣି କମିବା ଆରମ୍ଭ କରିଛି , ୨ ଦିନରେ ସ୍ଥିତି ସୁଧୁରିବ*


admin 
