*ବନ୍ୟା ସ୍ଥିତି ନାହିଁ: EIC*

*ବନ୍ୟା ସ୍ଥିତି ନାହିଁ: EIC*

-ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ.

-‘ସମସ୍ତ ନଦୀ ଡେଞ୍ଜର ଲେବୁଲ ତଳେ ପ୍ରବାହିତ ହେଉଛି’

-‘ହୀରାକୁଦରେ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି’

-‘ଆଜି ସନ୍ଧ୍ୟାରେ ୬ ଲକ୍ଷ ୫୦ ହଜାର କ୍ୟୁସେକ ମୁଣ୍ଡୁଳିରେ ପ୍ରବାହିତ ହେବ’

-‘ବୈତରଣୀ ସ୍ଥିତି ସୁଧୁରିଛି; ବ୍ରାହ୍ମଣୀ, ସାଳନ୍ଦୀ ବି ସତର୍କ ଲେବୁଲ୍ ତଳେ’