ବିରୋଧୀ ଅଧିକ ଚିନ୍ତା କରନ୍ତୁନି ପୃଥ୍ବୀରାଜ.

ବିରୋଧୀ ଅଧିକ ଚିନ୍ତା କରନ୍ତୁନି ପୃଥ୍ବୀରାଜ. ଆଇନ ଶୃଙ୍ଖଳାକୁ ନେଇ ଅରୁଣ ସାହୁଙ୍କୁ ଆଇନ ମନ୍ତ୍ରୀଙ୍କ ଜବାବ -ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖିଲେ ପୃଥ୍ବୀରାଜ ହରିଚନ୍ଦନ -‘ଅତୀତରେ ବି ଅପରାଧ ହେଉଥିଲା, ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି’ -‘ପୂର୍ବ ସରକାର ନେତା ଆଇନ ତା ବାଟରେ ଯିବ ବୋଲି କହୁଥିଲେ’ -‘୧୦ ମାସରେ ଯେତିକି ଅପରାଧ ହୋଇଛି, ୭୨ ଘଣ୍ଟାରେ ଆକ୍ସନ ନିଆଯାଇଛି’ -‘ଗିରଫ, କୋର୍ଟ ଚାଲାଣ ସହ ଆବଶ୍ୟକ ପଡ଼ିଲେ ଏନ୍‌କାଉଣ୍ଟର ହେଉଛି’ -କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉନି -ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ- ପୃଥ୍ବୀରାଜ

ବିରୋଧୀ ଅଧିକ ଚିନ୍ତା କରନ୍ତୁନି ପୃଥ୍ବୀରାଜ.