ବ୍ରହ୍ମଣୀ ନଦୀର ଜଳପତନ କ୍ରମଶଃ ବଢିବାକୁ ଲାଗିଛି ।
ପଟ୍ଟାମୁଣ୍ଡାଇ ତା ୩୦/୭/୨୦୨୬, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ୱାର୍ଡ ନଂ ୧,୨,୩,୪,୫,୬,୭,୮ ଓ ୯ ସହିତ କିଛି ପଂଚାୟତ ଯଥା ବାଲିପାଟଣା, ମଣ୍ଡପଡା, ଡାମରପୁର, ଶାସନ, ଡାମରପୁର ବାଲିପାଟଣା, ଇତ୍ୟାଦି ଜଳ ପୂର୍ଣ୍ଣ ହେବାକୁ ଆରମ୍ଭ ହେଲାଣି, ଯଦି ରେଙ୍ଗାଲି ଡ୍ୟାମ ଗେଟ ଖୋଲାଯାଏ ତେବେ ଉପରସ୍ତ ଗ୍ରମ ମାନଙ୍କର ସୋଚନୀୟ ପରିସ୍ଥିତି ଉପୁଜିବା କୁ ଏଡାଇ ଦିଆଯାଇ ପାରିବ ନାହିଁ। ଏପଟେ ବର୍ଷାର ତାଣ୍ଡବ ନୀଳା ଜନସାଧାରଣ ଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଛୋଟ ଛୋଟ ଓ ଉଠା ଦୋକାନୀ ମାନେ ତାଙ୍କର ବ୍ୟବସାୟ ଆଜକୁ ୫ ଦିନ ହେବ ଏକ ପ୍ରକାର ବନ୍ଦ ହୋଇଥିବା ବେଳେ ସମସ୍ତ ଧୋୟା ଅଂଚଳର ପରିବା ଚାସି ମୁଣ୍ଡରେ ହାତ ଦେଇ ବସିଲେଣି ଜାରଣ ସବୁ କିଆରୀ ପାଣିରେ ବୁଡିଗଲାଣି। ତେଣୁ ଏହି ସମୟରେ ପ୍ରଶାସନ ତରଫରୁ ସବୁ ପ୍ରକାର ର ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ ଯାହା ବୁଦ୍ଧି ଯିବି ମହଲରେ ପ୍ରଶ୍ନ ଉଙ୍କି ମାରୁଛି ।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର


admin 
