*ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ…
*ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ… ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ପ୍ରାୟ ୧୫ ହଜାର ଭୋଟରେ ଜିତିଛନ୍ତି । ସେହି ଆସନରେ ସେ ଜିତି ରେକର୍ଡ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟଙ୍କୁ ହରାଇଛନ୍ତି ।*
*ନନ୍ଦିଗ୍ରାମ ଆସନରେ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଟିଏମସିର ପବିତ୍ର କରଙ୍କ ମଧ୍ୟରେ ଭୋଟ ବ୍ୟବଧାନ ବଢ଼ିଛି । ପୂର୍ବରୁ ଏହି ବ୍ୟବଧାନ ମାତ୍ର ଦେଢ଼ ହଜାର ଥିଲା । ଏବେ ୯୬୬୫ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି । ଏକଦା ତାଙ୍କର ସହଯୋଗୀ ଥିବା ପବିତ୍ରଙ୍କୁ ସେ ପରାସ୍ତ କରିଛନ୍ତି।*
*୧୯ ରାଉଣ୍ଡ ଗଣନା ଶେଷ ସୁଦ୍ଧା ଶୁଭେନ୍ଦୁ ୧,୨୭,୩୦୧ ଭୋଟ ପାଇଛନ୍ତି। ଟିଏମସିର ୧,୧୭,୬୩୬ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସିପିଆଇର ଶାନ୍ତି ଗୋପାଳ ଗିରି ୨୯୯୭ ଭୋଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।*


admin 
