*ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍‌*

*ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍‌*

*-ରାଜ୍ୟରେ କମୁଛି ଶିକ୍ଷାର ମାନ; UDISE+ ରିପୋର୍ଟରେ ସାଂଘାତିକ ତଥ୍ୟ*

*-କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର UDISE+ ରିପୋର୍ଟରେ ଆସିଛି ଏପରି ତଥ୍ୟ*

*-ତଥ୍ୟ କହୁଛି ଆମ ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍‌*

*-ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲ୍‌ରେ ପଢ଼ୁଛନ୍ତି ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ*

*-ପୂର୍ବ ବର୍ଷ ତୁଳନାରେ ୨୦୨୫-୨୬ ବର୍ଷ ତାଲିକାରେ ଯୋଡ଼ି ହୋଇଛି ୩୬୯ ସ୍କୁଲ୍‌*

*-ଅର୍ଥାତ୍‌ ଜଣେ ଶିକ୍ଷକ ଥିବା ସ୍କୁଲ୍‌ ସଂଖ୍ୟା ବର୍ଷକରେ ବଢ଼ିଛି ୩୪%*

*-ପାଠ ପଢ଼ା ସହ ଜନଗଣନା, ନିର୍ବାଚନ ଓ ବିପର୍ଯ୍ୟୟ ମୁକାବିଲା ବି କରୁଛନ୍ତି*

*-ତେଣୁ ଜଣେ ଶିକ୍ଷକରେ କିପରି ଚାଲିଛି ଶିକ୍ଷାଦାନ ତାହାକୁ ନେଇ ଉଦ୍‌ବେଗ*