SIR ସଂଶୋଧନ; ଫର୍ମ ୬ କଟକଣା ହଟିଲା

SIR ସଂଶୋଧନ; ଫର୍ମ ୬ କଟକଣା ହଟିଲା

*-SIR-୨୦୨୬; ନାମ ସଂଶୋଧନ ପାଇଁ ପୂର୍ବଭଳି ଫର୍ମ-୬ରେ ଆବେଦନ*

*-ଫର୍ମ-୬ରେ ରହିଥିବା ସମସ୍ତ କଟକଣା ପ୍ରତ୍ୟାହାର କଲେ ନିର୍ବାଚନ ଆୟୋଗ*

*-ନାମ ବାଦ ପଡିଥିଲେ ଭୋଟର ଫର୍ମ-୬ ଜରିଆରେ ଆବେଦନ କରିପାରିବେ*

*-ଫର୍ମ-୬ ପାଇଁ ଥିବା ଅତିରିକ୍ତ ଘୋଷଣାନାମା ପ୍ରତ୍ୟାହାର କଲେ ECI*

*-ପୂର୍ବରୁ ୨୦୦୨ ଭୋଟର ତାଲିକା କିମ୍ବା ପିତାମାତାଙ୍କ ତଥ୍ୟ ଦେବା ନିୟମ ଥିଲା*

*-ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ପରେ SIR ତାଲିକାରେ ସାମିଲ ହେବେ ଭୋଟର*