*ରାଷ୍ଟ୍ରପତିଙ୍କ ଗସ୍ତ ସୁରକ୍ଷା ଦାୟିତ୍ବରେ ୪୦ ପ୍ଲାଟୁନ୍‌*

*ରାଷ୍ଟ୍ରପତିଙ୍କ ଗସ୍ତ ସୁରକ୍ଷା ଦାୟିତ୍ବରେ ୪୦ ପ୍ଲାଟୁନ୍‌*

*-ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା*

*-ଏୟାରପୋର୍ଟଠାରୁ ରେଲୱେ ଷ୍ଟେସନ ସହ ସବୁ ରୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା*

*-ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ*

*-୩ରୁ ୫ ଯାଏଁ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମ*

*-୪ ତାରିଖରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ*