*ଲାଞ୍ଚ ନେଇ ଅମିନ ଗିରଫ*

*ଲାଞ୍ଚ ନେଇ ଅମିନ ଗିରଫ*

*-ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ*

*-୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବି ଗିରଫ*

*-ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ଟିମ୍‌*