*ସନ୍ନ୍ୟାସ_ନେଲେ_ରଘୁନନ୍ଦନ_ଦାସ.

*ସନ୍ନ୍ୟାସ_ନେଲେ_ରଘୁନନ୍ଦନ_ଦାସ* *ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତାଙ୍କ ସନ୍ନ୍ୟାସ, ଏନେଇ ରଘୁନନ୍ଦନଙ୍କ ପ୍ରତିକ୍ରିୟା* *‘ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ’* *‘ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, BJD ହାରିଥାନ୍ତା’* *‘ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ’* *‘ଧରିନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇ ଗଲି’*.

*ସନ୍ନ୍ୟାସ_ନେଲେ_ରଘୁନନ୍ଦନ_ଦାସ.