*ସର୍ଚ୍ଚ ଅପରେସନ: ଚୀନ୍ରୁ ଆସୁଛି ଜାହାଜ*
*- ପାରାଦୀପ ନିକଟରେ ଚାଇନା ଜାହଜ ବୁଡ଼ି ଘଟଣା*
*- ସର୍ଚ୍ଚ ଅପରେସନ ପାଇଁ ଚୀନ୍ରୁ ଆସୁଛି ୨ଟି ଜାହାଜ*
*- ନିଖୋଜ ୨୨ ଜଣଙ୍କୁ ଉଦ୍ଧାର ଲାଗି ଅପରେସନ୍ ଜାରି*
*- କେଉଁ ପରିସ୍ଥିତିରେ ବୁଡ଼ିଲା ଜାହାଜ, ଅନୁଧ୍ୟାନ ଚାଲିଛି*
*- ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସୂଚନା*


admin 
