ହାଣ୍ଡିଆ ହାଟରୁ ବଗେଇପୁର ଯାଏ ଚାଲିଛି ବେଆଇନ ଲଘୁ ଖଣିଜ..

ହାଣ୍ଡିଆ ହାଟରୁ ବଗେଇପୁର ଯାଏ ଚାଲିଛି ବେଆଇନ ଲଘୁ ଖଣିଜ..

ବାଲେଶ୍ୱର ଜିଲ୍ଲାର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଶାରୀଶୁଆ କପିଳ ଝରୀ ବନ୍ଧ ନଟା ଖଣି ନମ୍ବର 38 ରେ ଆଜି 12 ସମୟରେ ଜୁନିଅର ମାଇନିଂ ଅଧିକାରୀ ଶ୍ରୀ ଅଭିଷେକ ବେହେରା ବେଆଇନ ଭାବେ ଚାଲୁଥିବା ବେଳେ ଏକ ପ୍ରକଲିନ ଜବଦ କରିଛି. ବାରମ୍ବାର ଖବର ପ୍ରସାରଣ ପରେ ଵିଭାଗୀୟ ଅଧିକାରୀ ଧରିବାରେ ସଫଳତା ହୋଇଛି, ବାକିରହିଲା ଦେଖିବାକୁ ଅଧିକାରୀ ଖଇରା ଥାନାରେ ଲିଖିତ ଏତଲା ଦେଉଛନ୍ତି କି ନା. ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି.ବାଲେଶ୍ୱର ଜିଲ୍ଲାର ସର୍ବାଧିକ ଲଘୁ ଖଣିଜ କୋଟି କୋଟି ଟଙ୍କାର ଚୋରି ହେଉଛି, ହାଣ୍ଡିଆ ହାଟ ରୁ ବାଗେଇପୁର, ଦେଉଳ ଗଡିଆ, ହେଉଛି ଚୋରି.  ଆନୁମାନିକ 100 ଖଣିରୁ ହେଉଛି ବେଆଇନ ଚୋରି. ଵିଭାଗୀୟ ଅଧିକାରୀ ମାତ୍ର ଗୋଟିଏ ଜବଦ କରିଛି, ଅନ୍ୟ ସବୁ ଚାଲୁ ରହିଛି.