୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ବାତିଲ୍  .

୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ବାତିଲ୍  .

୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ବାତିଲ୍ 

ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା
ବାତିଲ ହେଲା ପଶ୍ଚିମବଙ୍ଗ ସର୍ଭିସ କମିଶନର ନିଯୁକ୍ତି
୨୫ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କ ନିଯୁକ୍ତି ବାତିଲ କଲେ ସୁପ୍ରିମକୋର୍ଟ 
ନିଯୁକ୍ତି ପ୍ରକ୍ରିୟାରେ ହେରଫେର ହୋଇଥିବା କହିଲେ SC

କୋଲକାତା ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଲେ SC
୩ ମାସ ଭିତରେ ପୁଣି ପରୀକ୍ଷା କରି ନିଯୁକ୍ତି ଦେବାକୁ ନିର୍ଦେଶ
କୋଲକାତା HCଙ୍କ ରାୟକୁ ଚାଲେଞ୍ଜ କରି SC ଯାଇଥିଲା ମମତା ସରକାର .