୩ IASଙ୍କୁ ୩ ଜିଲ୍ଲା ଦାୟିତ୍ବ

୩ IASଙ୍କୁ ୩ ଜିଲ୍ଲା ଦାୟିତ୍ବ

*-ଆସନ୍ତା ୨୪ ଘଣ୍ଟା ବାଲେଶ୍ବର, ଭଦ୍ରକ, ଯାଜପୁର ପାଇଁ ଗୁରୁତ୍ବପୂର୍ଣ୍ଣ*

*-ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା*

*-‘୩ ଜିଲ୍ଲାର ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ IASଙ୍କୁ ଦାୟିତ୍ବ’*

*-‘ଭଦ୍ରକ ଦାୟିତ୍ବରେ କେନ୍ଦ୍ରାଞ୍ଚଳ RDC ସୁଧାଂଶୁ ସାମଲ’*

*-‘ବାଲେଶ୍ବର ଦାୟିତ୍ବରେ କେ ସୁଦର୍ଶନ ଚକ୍ରବର୍ତ୍ତୀ’*

*-‘ଯାଜପୁର ଦାୟିତ୍ବରେ ପି. ଅନ୍ବେଷା ରେଡ୍ଡୀ’*