୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା...
*-ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍*
*-ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧୪୦.୭୪ କୋଟି ଟଙ୍କା*
*-ସମଗ୍ର ଶିକ୍ଷା ଯୋଜନାରେ ପିଏବିର ଅନୁମୋଦନ*
*-୬୦ଟି ବିଦ୍ୟାଳୟରେ କଳା, ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ*
*-ରାଜ୍ୟର ୨୦ଟି ଜିଲ୍ଲାର ବିଦ୍ୟାଳୟ ଏହି ଯୋଜନାର ସୁବିଧା ପାଇବେ*
*-ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି*


admin 
