ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ବରଠାରେ ଅତ୍ୟାଧୁନିକ ଶ୍ରବଣ ଓ ସିଚ୍ କ୍ଲିନିକ୍ ଉଦ୍‌ଘାଟିତ

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ବରଠାରେ ଅତ୍ୟାଧୁନିକ ଶ୍ରବଣ ଓ ସିଚ୍ କ୍ଲିନିକ୍ ଉଦ୍‌ଘାଟିତ
ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ବରଠାରେ ଅତ୍ୟାଧୁନିକ ଶ୍ରବଣ ଓ ସିଚ୍ କ୍ଲିନିକ୍ ଉଦ୍‌ଘାଟିତ

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ବରଠାରେ ଅତ୍ୟାଧୁନିକ ଶ୍ରବଣ ଓ ସିଚ୍ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ବର, ଫେବୃଆରୀ ୪, ୨୦୨୩: ଶ୍ରବଣ ସମ୍ପର୍କିତ ସାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସାକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସିଚ୍ କ୍ଲିନିକ୍ ଭୁବନେଶ୍ବରଠାରେ ଉଦ୍‌ଘାଟିତ ହୋଇଯାଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଉଚ୍ଚ ପ୍ରଶିକ୍ଷିତ ପେସାଦାରଙ୍କୁ ନେଇ ଭୁବନେଶ୍ଵରର ଚନ୍ଦ୍ରଶେଖରପୁରଠାରେ ଅବସ୍ଥିତ ଏହି ନୂତନ କ୍ତିନିକ୍‌ ବ୍ୟାପକ ଭାବେ ଶ୍ରବଣ ସମ୍ପର୍କିତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସମ୍ପୁର୍ଣ ରୂପେ ପ୍ରସ୍ତୁତ ଅଛି । ଶ୍ରବଣ ସମ୍ପର୍କିତ ସମସ୍ୟା ଦିଗରେ ଉନ୍ନତମାନର ସେବା ଯୋଗାଇ ଦେବା ଓ ସ୍ଥାନୀୟ ଅଂଚଳରେ ଶ୍ରବଣ ସମ୍ପର୍କିତ ସୁସ୍ଥତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଉପରେ କମ୍ପାନୀ ବିଶେଷ ରୂପେ ଧ୍ୟାନ ଦେଉଛି ।

କମ୍ପାନୀ ପକ୍ଷରୁ ଏହାର କ୍ଲିନିକ୍‌ରେ ବିଭିନ୍ନ ପ୍ରକାର ସେବା ଯଥା ଶ୍ରବଣ ଆଜଳନ, ବିଚ୍ ଥେରାପୀ, ଶ୍ରବଣ ଯନ୍ତ୍ର ଫିଟିଙ୍ଗସ୍ ଏବଂ ପରାମର୍ଶ ପ୍ରଦାନ ଭଳି ସେବା ଯୋଗାଇ ଦିଆଯିବ । ଅରେଞ୍ଜ ହୁଇଲ୍ସ ଶ୍ରବଣ ବାଧୂତ ବ୍ୟକ୍ତିଙ୍କ ପାଇଁ ସହାୟକ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିବା ସହିତ ଲୋକମାନଙ୍କୁ ସେମାନଙ୍କ ସତନ୍ତ୍ର ଆବଶ୍ୟକତା ଅନୁରୂପ ବ୍ୟକ୍ତିଗତ ସେବା ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି ।

ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସାକୃତିପ୍ରାପ୍ତ ବିତରକ ଭାବେ ଅରେଞ୍ଜ ହୁଇଲ୍ସ ଶ୍ରବଣ ଯନ୍ତ୍ର କ୍ଷେତ୍ରରେ ଗୁଣବତା ଓ ନୂତନତ୍ବକୁ ବଜାୟ ରଖୁବା ପାଇଁ ପ୍ରତିବଦ୍ଧ ରହିଛି । ସିଚନିଆ ଏହାର ଅତ୍ୟାଧୁନିକ ଶ୍ରବଣ ସମ୍ପର୍କିତ ସମାଧାନ ପ୍ରଦାନ ଓ ଆକର୍ଷକ ଡିଜାଇନ୍ ସହିତ ଉନ୍ନତମାନର ଜ୍ଞାନକୌଶଳ ଦ୍ୱାରା ଗ୍ରାହକଙ୍କ ଅନୁଭବକୁ ଅତ୍ୟୁତମ କରିବା ପାଇଁ ବେଶ ପରିଚିତ ।

ଏହି ଅବସରରେ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଅଭିଶେକ ଓ ସିଦ୍ଧାନ୍ତ କହିଛନ୍ତି ଯେ, "ଆମେ କମ୍ପାନୀର ସଂପ୍ରସାରଣ ସହିତ ଭୁବନେଶ୍ଵର ଭଳି ଏକ ବିକଶିତ ସହରରେ ଶ୍ରବଣ ସମ୍ପର୍କିତ ସାସ୍ଥ୍ୟସେବା ପ୍ରଦାନ କରୁଥିବାରୁ ବେଶ ଆନନ୍ଦିତ ଅନୁଭବ କରୁଛୁ । ଉଚ୍ଚମାନର ଶ୍ରବଣ ସମ୍ପର୍କିତ ସାସ୍ଥ୍ୟ ସେବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଶ୍ରବଣ ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସାସ୍ଥ୍ୟସେବା ଯୋଗାଇ ଦେବା ଆମ କ୍ଲିନିକ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଉନ୍ନତମାନର ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଶ୍ରବଣ ବାତ ବ୍ୟକ୍ତିମାନଙ୍କୁ ସାମାନ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ସକ୍ଷମ କରିବା ଉପରେ ଆମେ ବିଶେଷ ରୂପେ ଗୁରୁତ୍ବ ଦେଉଛୁ ।”

ଫେବୃଆରୀ ୪ ତାରିଖରେ ଆୟୋଜିତ କ୍ଲିନିକର ଉଦ୍‌ଘାଟନୀ ସମାରୋହରେ ସାସ୍ଥ୍ୟସେବା ଜଗତର ଖ୍ୟାତାନାମ ବ୍ୟକ୍ତି, ସ୍ଥାନୀୟ ଜନ ପ୍ରତିନିଧ ଏବଂ ସିଗନିଆର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଚିନିକ୍ସରେ ଉପଲବ୍ଧ ବିଭିନ୍ନ ସୁବିଧାଗୁଡ଼ିକ ବୁଲି ଦେଖୁବା ସହିତ ଜୁନିକ୍‌ରେ କାର୍ଯ୍ୟ କରୁଥିବା ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା ଏବଂ ଏଠାରେ ଉପଲବ୍ଧ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ରଗୁଡ଼ିକ ବିଷୟରେ ଅଧିକ ଜାଣିବାର ସୁଯୋଗ ମିଳିଥିଲା ।

ଅରେଓ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ଏବଂ ଏହାର ଶ୍ରବଣ ସମ୍ପର୍କିତ ସାସ୍ଥ୍ୟସେବା ବିଷୟରେ ଅଧୁକ ସୂଚନା ନିମନ୍ତେ www.orangewheelsindia.com. 60 ติด คด