ACF ମୃତ୍ୟୁ; ତତ୍କାଳୀନ DFOଙ୍କ ଆତ୍ମସମର୍ପଣ
*-ACF ସୌମ୍ୟ ମୃତ୍ୟୁ; ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ*
*-ପାରଳାଖେମୁଣ୍ଡିର ତତ୍କାଳୀନ DFO ସଂଗ୍ରାମ ବେହେରା*
*-ପାରଳାଖେମୁଣ୍ଡିର SDJMଙ୍କ ପାଖରେ କଲେ ଆତ୍ମସମର୍ପଣ*
*-ପତ୍ନୀ ବିଦ୍ୟାଭାରତୀ ଓ DFOଙ୍କ ଭୂମିକାକୁ ନେଇ ଉଠିଥିଲା ପ୍ରଶ୍ନ*
*-ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସୌମ୍ୟଙ୍କ ବାପା*
*-ACF ସୌମ୍ୟ ନିଆଁରେ ପୋଡ଼ି ଯାଇ ମୃତ୍ୟୁ ନେଇ ସସପେନ୍ସ ସୃଷ୍ଟି ହୋଇଥିଲା*


admin 
