Bjd ଶାସନ ସମୟରେ ଗୋଚର ଜମିକୁ ଖାଇ ଗଲେ ବିଜେଡି ନେତା .

Bjd ଶାସନ ସମୟରେ ଗୋଚର ଜମିକୁ ଖାଇ ଗଲେ ବିଜେଡି ନେତା
ପାୱାର ଓ ବହୁ ବଳ ର ଡର ରେ ସମସ୍ତେ ଚୁପ ରହୁଥିଲେ
ମୁହଁ ଖୋଲିଲେ ମିଳୁଥିଲା ଧମକ
ଗୋ ବେପାର ତ ଚାଲୁଥିଲା କିନ୍ତୁ ଗୋଚର କୁ ବି ଛାଡି ନ ଥିଲେ ବିଜେଡି ନେତା
ପଦବୀ ର ପାୱାର ରେ ସବୁ କିଛି ଚାଲୁଥିଲା ପ୍ରଶାସନ ର ଆଖି ସାମ୍ନା ରେ
ଜଗନ୍ନାଥ ଙ୍କ ଦ୍ୱାହି ଦେଇ ଗୋ ସମ୍ପତି କୁ କବ୍ଜା କରି କୋଠା ବନେଇ ବେପାର କରି ମାଲେ ମାଲ ବିଜେଡି ନେତା
କୋରାପୁଟ ଜିଲ୍ଲା ବୈପାରୀଗୁଡା ର ପୂର୍ବତନ ଭାଇସ ଚେୟାର ମ୍ୟାନ ତ୍ରିଲୋଚନ ଜେନା ନିଜ ବହୁ ଓ ରାଜନୈତିକ ବଳରେ ଏକ ଗୋ ଗୋଷ୍ଠ ଅର୍ଥାତ ଗୋଚର ଜମିରେ ଅଟ୍ଟାଳିକା ଓ ଷ୍ଟଲ କରି ବ୍ୟବସାୟ କରୁଥିଲେ
ଗୋଚର ଜମିରେ କୌଣସି ବ୍ୟବସାୟ ତ ଦୂର କଥା କୌଣସି ଘର ଖଣ୍ଡେ ବି କରିବା ପାଇଁ କୌଣସି ଆଇନ ନାହିଁ ଏବଂ ଯଦି ହୁଏ ଦଣ୍ଡ ନିୟ ଅପରାଧ |
କରିପାରିବେ ନାହିଁ ଗୋଚର ଜମି କୁ କବ୍ଜା |
ଗୋମାତା ଓଡିଶା ରେ ପୂଜ୍ୟ ଥିଲା ବେଳେ ଗୋଚର ଜମି ଙ୍କୁ କିନ୍ତୁ କବ୍ଜା ରେ ରଖି ବ୍ୟବସାୟ ରେ ଲଗେଇଛନ୍ତି ବିଜେଡି ନେତା ତଥା ବୈପାରୀ ଗୁଡା ର ପୂର୍ବତନ ଭାଇସ ଚେୟାରମାନ ତ୍ରିଲୋଚନ ଜେନା | ଯାହାର ଖାତା ସଂଖ୍ୟା ୨୯୫
ଓ ପ୍ଲଟ ନମ୍ବର ୨୬୫, ୨୬୯, ୨୭୦ ଓ ୨୭୧ କିସମ ଗୋ ଗୋଷ୍ଠ
ନିଜେ ରାଜସ୍ୱ ବିଭାଗୀୟ ଅଧିକାରୀ ଯେଉଁ ଚିଠି କରିଥିଲେ
ତାହା ଵି ଆମେ ଆପଣଂକ ପାଖେ ଉଲ୍ଲେଖ କରୁଛୁ
ବିଜେଡି ଶାସନ ରେ ସବୁ ଅନ୍ୟାୟ ଅତ୍ୟାଚାର କରି ବିଜେଡି ନେତା କିନ୍ତୁ ମାଲେମାଲ |
ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶପାଇବା ଓ ସରକାର ଙ୍କ ନିର୍ଦେଶ ଥିଲା ପରେ ଵି କିଭଳି କାର୍ଯ୍ୟନୁଷ୍ଠାନ ନ ନେଇ ହାତ ବାନ୍ଧି ଚୁପ ରହିଛନ୍ତି
ନବୀନ ସମୟରେ ସରକାରୀ ଜମି କୁ କବ୍ଜା କରିଥିବା ନେତା ଙ୍କ ଜମି ଉଦ୍ଧାର ହବ ନା ମୋହନ ସରକାର ଙ୍କ ସମୟରେ ଗୋଚର ଜମି ଉଦ୍ଧାର ନ ହୋଇ ଫାଇଲ ତଳେ ଚାପି ହୋଇ ରହିଯିବ
ବୁଝିବାକୁ ବାକି ରହିଲା .