ଓଡ଼ିଶା ବନ୍ଦକୁ ସମର୍ଥନ ପାଇଁ ଭକ୍ତ ଦାସଙ୍କ ଅପିଲ୍
*-ଓଡ଼ିଶା ବନ୍ଦ ପାଳନକୁ ନେଇ ମିଳିତ ବିରୋଧୀ ଦଳଙ୍କ ସାମ୍ବାଦିକ ସମ୍ମିଳନୀ*
*-ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ*
*-କାଲିଠୁ ୮ ତାରିଖ ଯାଏଁ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ*
*-ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ ନାରାରେ ବନ୍ଦ ପାଇଁ ଏକାଠି ହେଲେ ବିରୋଧୀ*
*-ସିପିଆଇଏମ୍, ସିପିଆଇ, ସିପିଆଇ(ML), ଫରୱାର୍ଡ ବ୍ଲକ୍, ସପା ପ୍ରତିନିଧି ଉପସ୍ଥିତ*
*-ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଓ ରାଜ୍ୟବାସୀଙ୍କୁ ଅପିଲ୍ କଲେ*


admin 
