Tadri Primary School ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ କୁମାର ଲେଙ୍କା, Level-V(A), NPS ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି,
ଅଦ୍ୟ ତା 30.4.2026 ରିଖ ଗୁରୁବାର ଦିନ ଆମ୍ଭ ଫୁଲବାଣୀ ବ୍ଲକ ଅଧୀନ ରେ କାର୍ଯ୍ୟରତ Tadri Primary School ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ କୁମାର ଲେଙ୍କା, Level-V(A), NPS ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି, ସେ ଜଣେ ମିଷ୍ଟଭାସି,ଧୀର ସ୍ଥିର,ଶାନ୍ତ ସରଳ ସ୍ଵଭାଵ ଓ ଛାତ୍ର, ଛାତ୍ରୀ ଙ୍କ ଅତି ପ୍ରିୟ ଶିକ୍ଷକ ଥିଲେ,ସେ ଜଣେ ସମୟାନୁବର୍ତ୍ତୀ ଶିକ୍ଷକ ଥିଲେ,ସବୁବେଳେ ଠିକ ସମୟ ରେ ବିଦ୍ୟାଳୟ କୁ ଯାଇ ଶିକ୍ଷାଦାନ କରିବାସହ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କ୍ଷେତ୍ର ରେ ଉନ୍ନତି ଓ ବିଦ୍ୟାଳୟ ପରିବେଶ କୁ ଅତି ସୁନ୍ଦର ଭାବ ରେ ସଜ୍ଜିତ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା,ଏହିଭଳି ଶିକ୍ଷକ ଶିକ୍ଷାକ୍ଷେତ୍ର ରେ ବିରଳ, ଅବସର ଗ୍ରହଣ ପରେ ସେ ଶିକ୍ଷା କ୍ଷେତ୍ର ରେ ଓ ସମାଜସେବା ରେ ନିଜକୁ ନିୟୋଜିତ କରିବେ ବୋଲି ସାକ୍ଷାତ କାର ସମୟ ରେ କହିଛନ୍ତି....


admin 
