*UAE ଉପରେ ଆକ୍ରମଣକୁ ମୋଦିଙ୍କ ନିନ୍ଦା*

*UAE ଉପରେ ଆକ୍ରମଣକୁ ମୋଦିଙ୍କ ନିନ୍ଦା*

*-UAE ଉପରେ ଇରାନ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି*

*-୩ ଭାରତୀୟ ଆହତ ହେବାକୁ ନେଇ ମଧ୍ୟ ଉଦ୍‌ବେଗ ଜଣାଇଲେ*

*-ସାଧାରଣ ନାଗରିକ ଓ ଭିତ୍ତିଭୂମି ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ*

*-ସମସ୍ୟାର ଶାନ୍ତିପୂର୍ଣ୍ଣ ଓ କୂଟନୀତି ମାଧ୍ୟମରେ ସମାଧାନ ହେବା ଦରକାର*

*-ହର୍ମୁଜ୍‌ ପ୍ରଣାଳୀରେ ନିରାପଦ ଏବଂ ବାଧାବିହୀନ ପରିବହନ ଜରୁରୀ*