ଅଠରତମ ବାର୍ଷିକ ଗୁରୁଦେବ କପ cricket tournament.

ଅଠରତମ ବାର୍ଷିକ ଗୁରୁଦେବ କପ cricket tournament.

ଅଠରତମ ବାର୍ଷିକ ଗୁରୁଦେବ କପ cricket tournament ଉଦଯାପନ ସମାହାର ଦିବସ ରେ ଖଣ୍ଡପଡା ସାମନ୍ତ ମାଟିର ପୁଅ ଶ୍ରୀ ଭୋଳା ମହାନ୍ତି ତାର ଯୁବପିଢ଼ି ମାନଙ୍କୁ ଆଗ୍ରହ ଦେବା ପାଇଁ ଏବଂ ପିଲାମାନଂକର କଥାରଖି ଖଣ୍ଡପଡା ମଧୁବନ mini stadium ଠାରେ ହେଉଥିବା cricket tournament କୁ ଉଦଘାଟିତ କରିବା ପାଇଁ ଯୋଗଦେଇଥିଲେ.। ସେ ଜଣେ ସମାଜ ସେବି ଦୁଃଖୀରଙ୍କି ଙ୍କର ଉନ୍ନତିମୟ କାର୍ଯ୍ୟକ୍ରମ ରେ ଯୋଗ ମଧ୍ୟ ଦେଇଥାନ୍ତି। ସଦାବେଳେ ସାମନ୍ତ ମାଟି କୁ ଉନ୍ନତମୟ କରିବାପାଇଁ ଆଶା ପୋଷଣ କରିଥାନ୍ତି। ନୟାଗଡ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ, ବିଶେଷ ଖବର