*ଦଲାଲ୍ ଭୂମିକାରେ ଇସଲାମାବାଦ- ଆରାଘଚି*
*-ରୁଷ୍ ଗସ୍ତ ପରେ ଇରାନ୍ ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚିଙ୍କ ବଡ଼ ବୟାନ*
*-ଇରାନ୍-ଆମେରିକା ମଧ୍ୟରେ ଆଲୋଚନା ହେବାକୁ ଚାହୁଁନି ଇସଲାମାବାଦ*
*-ଦ୍ବିପାକ୍ଷିକ ଶାନ୍ତି ଆଲୋଚନାରେ ଇସଲାମାବାଦ ଚକ୍ରାନ୍ତ କରୁଛି- ଆରାଘଚି*
*-ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ଆରାଘଚି*
*-ରୁଷ୍ , ଓମାନ ସହ ବିଭିନ୍ନ ଦେଶ ଗସ୍ତ କରି ଉଚ୍ଚସ୍ତରୀୟ ଆଲୋଚନା କରୁଛନ୍ତି ଆରାଘଚି*


admin 
