କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ, ସୂଚନା ଦେଲା CHSE

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ, ସୂଚନା ଦେଲା CHSE

ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା। ମେ ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକ ସାଙ୍ଗରେ ଯୁକ୍ତ ଦୁଇ, କଲା ବାଣିଜ୍ୟ, ବିଜ୍ଞାନ, ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ ବୋଲି କହିଛି CHSE।