ଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର.

ଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର.

*ଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର’* *-ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପ୍ରଦାନ କରିବେ ଗୃହ ମନ୍ତ୍ରୀ ଶାହ* *-ଆସନ୍ତା ୫ ତାରିଖରେ ୭ମ ବାଟାଲିଅନ୍‌ ପଡ଼ିଆରେ ପ୍ରଦାନ କରିବେ ସମ୍ମାନ* *-ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସ୍‌କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’*