ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ.

*ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ* *ଆଜି ଆସିବେ ଶକ୍ତିକାନ୍ତ, କାଲି ଆସିବେ ପିକେ ମିଶ୍ର* *ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବରରେ ପହଞ୍ଚିବେ ଶକ୍ତିକାନ୍ତ* *ଆସନ୍ତାକାଲି ଘଟଗାଁ ତାରିଣୀଙ୍କ ଦର୍ଶନ କରିବେ* *୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ଶକ୍ତିକାନ୍ତ* *ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ* *କାଲି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ପିକେ ମିଶ୍ର*

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ.