ଓମ୍‌_ଶାନ୍ତିରୁ_ମୋଦିଙ୍କ_ସମ୍ବୋଧନ -ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ .

ଓମ୍‌_ଶାନ୍ତିରୁ_ମୋଦିଙ୍କ_ସମ୍ବୋଧନ -ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ . -ପହଲଗାମ ଆତଙ୍କୀ ହମ୍‌ଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଲେ -ଓମ୍‌ ଶାନ୍ତି କହି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କଲେ -ଗ୍ରାମାଞ୍ଚଳର ବିକାଶ ନେଇ ନିଆଯାଇଥିବା ପଦକ୍ଷେପ କଥା କହିଲେ -ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବାରେ ବିହାର ପ୍ରଥମ -ଏହା ହିଁ ସାମାଜିକ ବିକାଶର ପ୍ରକୃତ ଉପାୟ- ପ୍ରଧାନମନ୍ତ୍ରୀ. -ଏଥିପାଇଁ ସରକାର ମିଶନ ମୋଡ୍‌ରେ କାମ କରୁଛନ୍ତି -ବିହାରରେ ଏସ୍‌ଏଚ୍‌ଜି ମହିଳାଙ୍କୁ ୧ ହଜାର କୋଟି ସହାୟତା ଦିଆଯାଇଛି -ଗାଁରେ ଘର ଘରକୁ ପାଣି ଓ ଶୌଚାଳାୟ ବ୍ୟବସ୍ଥା କରାଯାଇଛି -ବିହାରରେ ୫୭ ଲକ୍ଷ ଗରିବ ପରିବାରକୁ ପକ୍କା ଘର ଦିଆଯାଇଛି -ଆଗାମୀ ଦିନରେ ଦେଶରେ ୩ କୋଟି ଗରିବଙ୍କୁ ପକ୍କା ଘର ମିଳିବ .

ଓମ୍‌_ଶାନ୍ତିରୁ_ମୋଦିଙ୍କ_ସମ୍ବୋଧନ -ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ .