କନ୍ଧମାଳର ପୂର୍ବତନ ସାଂସଦ ରଜକୁମାର ହେମେନ୍ଦ୍ର ସିଂ ଙ୍କ ନୟାଗଡ ପୁରୁଣା ସହର ରାଜବାଟୀ ଠାରେ ୧୨ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

କନ୍ଧମାଳର ପୂର୍ବତନ ସାଂସଦ ରଜକୁମାର ହେମେନ୍ଦ୍ର ସିଂ ଙ୍କ ନୟାଗଡ ପୁରୁଣା ସହର ରାଜବାଟୀ ଠାରେ ୧୨ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ନୟାଗଡ ୦୮ ।0୯ ନୟାଗଡ଼ ପୁରୁଣା ସହର ରଜଵାଟୀ ଠାରେ ସ୍ବର୍ଗତ କୁମାର ହେମେନ୍ଦ୍ର ସିଂ ଙ୍କ ୧୨ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି।ସେ ଜଣେ ରାଜ ପରିବାର ର ଦାୟ।ଦ ତଥା କନ୍ଧମା।ଳର ପୂର୍ବତନ ସାଂସଦ ଥିଲେ। ତାଙ୍କ ଶ୍ରାଦ୍ଧ ବାର୍ଷିକ ରେ ହେମେନ୍ଦ୍ର ସେନା ପକ୍ଷରୁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସମର୍ଥକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।କୁମାର ହେମେନ୍ଦ୍ର ଙ୍କ ବିଷୟରେ ବିଶିଷ୍ଟ ବ୍ୟକ୍ତି ମାନେ ବ୍ୟକ୍ତବ୍ୟ ରଖିଥିଲେ । ଏହି ଅବସରରେ ହେମେନ୍ଦ୍ର ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ର ର।ଣି ମା ତଥ।କନ୍ଧମ।ଳର ପୂର୍ବତନ ସାଂସଦ ପ୍ରତ୍ୟୁଷ ।ର। ଯେଶ୍ଵରି ସିଂ ,ନୟାଗଡ଼ ବ୍ଲକ ଅଧ୍ୟକ୍ଷା କିଶୋର ସାହୁ, ନସୀର ଅହମଦ,ରଞ୍ଜନ ଜେନା,ବ୍ୟଙ୍ଗକବି ରବୀନ୍ଦ୍ର ରାଉତ ଙ୍କ ସମେତ ଆନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ନୟାଗଡ ବ୍ଲକ ଓ ଓଡଗାଁ ବ୍ଲକ ରୁ ବହୁ ସମର୍ଥକ ମାନେ ଉପସ୍ଥିତ ହୋଇଥିଲେ ।

ଆଶୋକ କୁମାର ସ।ଥୁଆ, ଜିଲ୍ଲା ପ୍ରତିନିଧି ନୟାଗଡ଼