*କିଏ ହେବେ CBIର ନୂଆ ମୁଖିଆ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ଚାଲିଛି ମାନସ ମନ୍ଥନ। ବୈଠକରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି। CBI ନିର୍ଦ୍ଦେଶକ ପଦ ଦୌଡ଼ରେ ଅଛନ୍ତି ପ୍ରାୟ ୬ IPS। ସେମାନଙ୍କ ନାଁ ଉପରେ ଚାଲିଛି ବିଚାରବିମର୍ଶ।*
ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦଙ୍କ କାର୍ଯ୍ୟକାଳ ମେ ୨୪ରେ ଶେଷ ହେବାକୁ ଯାଉଛି। ତାଙ୍କ ସ୍ଥାନରେ ନୂଆ ମୁଖିଆ ଚୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି।....
*କିଏ ହେବେ CBIର ନୂଆ ମୁଖିଆ ?*
CJI ସୂର୍ଯ୍ୟକାନ୍ତ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ
CBI ନିର୍ଦ୍ଦେଶକ ଦୌଡ଼ରେ ଅଛନ୍ତି ପ୍ରାୟ ୬ ଆଇପିଏସ୍
୬ଜଣଙ୍କ ନାଁ ଉପରେ ଚାଲିଛି ବିଚାରବିମର୍ଶ
CBI ନିର୍ଦ୍ଦେଶକ ପ୍ରବୀଣ ସୂଦଙ୍କ କାର୍ଯ୍ୟକାଳ ୨୪ ମେ ୨୦୨୬ରେ ଶେଷ ହେଉଛି
ନୂଆ ମୁଖିଆ ଚୟନ ପାଇଁ ଉଚ୍ଚସ୍ତରୀୟ କମିଟିର ବୈଠକ


admin 
