*ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି- ସୁପ୍ରିମକୋର୍ଟ.*

*ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି- ସୁପ୍ରିମକୋର୍ଟ.*

*ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି- ସୁପ୍ରିମକୋର୍ଟ.*

*-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା*

*-ଇଡି ରେଡ୍ ବେଳେ ବାଧା ସୃଷ୍ଟି କରିବା ମାମଲାରେ କଡ଼ା ସମାଲୋଚନା*

*-ରେଡ୍ ବେଳେ ମମତାଙ୍କ ହସ୍ତକ୍ଷେପକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ*

*-'ମୁଖ୍ୟମନ୍ତ୍ରୀ ହୋଇ ତଦନ୍ତ ବେଳେ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ'*

*-ମମତା ଗଣତନ୍ତ୍ରକୁ ବିପଦରେ ପକାଇଥିବା କହିଲେ ସୁପ୍ରିମକୋର୍ଟ*

*-'ଆମେ କେବେ ଭାବି ନଥିଲୁ , ଏପରି ଏକ ଦିନ ଆସିବ'*

*-ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ କଳ୍ପନା କରି ହେଉନି- ସୁପ୍ରିମକୋର୍ଟ*

*-ଏହାକୁ ରାଜ୍ୟ-କେନ୍ଦ୍ର ବିବାଦ ଦର୍ଶାଇବା ମଧ୍ୟ ଠିକ୍‌ ନୁହେଁ*