ଭାରତ କିଣିବ ୧୧୪ଟି ରାଫେଲ ଯୁଦ୍ଧ ଜାହାଜ
ଭାରତ କିଣିବ ୧୧୪ଟି ରାଫେଲ ଯୁଦ୍ଧ ଜାହାଜ
-ଏବେ ଭାରତ ଫ୍ରାନ୍ସ ଠାରୁ କିଣିବ ୧୧୪ଟି ରାଫେଲ ଯୁଦ୍ଧ ଜାହାଜ
-୩.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୧୪ଟି ରାଫେଲ କିଣିବ
-ରାଫେଲ କିଣିବା ଲାଗି ଫ୍ରାନ୍ସକୁ ଅନୁରୋଧ ପତ୍ର ପଠାଇଛି ଭାରତ
-ପ୍ରତିରକ୍ଷା ମନ୍ତ୍ରାଳୟର ଅଧିଗ୍ରହଣ ବିଭାଗ ପକ୍ଷରୁ ଏହି ପତ୍ର ଲେଖାଯାଇଛି
-ଭାରତୀୟ ବାୟୁସେନାକୁ ମଜବୁତ କରିବାକୁ ଏହା ଏକ ବଡ଼ ପଦକ୍ଷେପ
-ଏହି କିଣାବିକା ସଂପୂର୍ଣ୍ଣ ଭାବେ ସରକାରୀ-ସରକାରୀ ସ୍ତରରେ ହେବ
-କିଣାବିକାରେ କୌଣସି ମଧ୍ୟସ୍ଥି ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି
-ଆଗାମୀ ୨/୩ ମାସ ମଧ୍ୟରେ ଫ୍ରାନ୍ସ ଠାରୁ ଉତ୍ତର ଆଶା କରାଯାଉଛି


admin1 
