admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 3
admin Sep 11, 2026 2
admin Sep 11, 2026 6
admin Sep 11, 2026 12
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin May 15, 2026 186
admin Sep 11, 2026 98
admin Sep 10, 2026 161
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ଅଭାବି ପରିବାର ର ଶୁଦ୍ଧିକ୍ରିୟା କୁ ସାହା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ । ଓଡ଼ିଆ ଘର ର ଵିଧି ଓ ଶୁଦ୍ଧି ପରମ୍ପରା ରହିଛି l ଜନ୍ମ ଗ୍ରହଣ ରେ ବିଭିନ୍ନ ପ୍ରକାର ର ଵିଧି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟ ରେ ଅନେକ କାର୍ଯ୍ୟକ୍ରମ ମାନ ରହିଥାଏ l ସବୁ କାର୍ଯ୍ୟକ୍ରମ ପାଇଁ ଅର୍ଥ ର ଆବଶ୍ୟକ ପଡିଥାଏ କିନ୍ତୁ ଯଦି ଘରେ ଖାଇବାକୁ ଠିକ ରେ ନ ଥାଏ, ପରିବାର ରେ ରୋଗ ବ୍ୟାଧି ରହିଥାଏ l ଏହିପରି କିଛି ଦୁଃଖଦ ଖବର ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତ ର ପଦ୍ମନାଭପୁର ଗ୍ରାମ ରେ l ଘର ର ମୁଖ୍ୟ ମଦନ ଜେନା ଜଣେ ଦିନ ମଜୁରିଆ ଅଟନ୍ତି l ତାଙ୍କର ଏକମାତ୍ର ପୁଅ କାଳିଆ ଜେନା ବି ଦିନ ମଜୁରୀ ରେ ଜୀବନ ଅତିବାହିତ କରନ୍ତି l କିଛି ଦିନ ହେବ ମଦନ ଙ୍କ ଦେହ ଅସୁସ୍ଥ ହେବା ପରେ କାଳିଆ ବାପା ଙ୍କ ସେବା ପାଇଁ ଦିନ ମଜୁରୀ କାମ ରୁ ବିରତ ରହିଥିଲା l ଘରେ ଅଭାବ ଅନାଟନ ଲାଗି ରହିଥାଏ, ରୋଗ ରେ ବି ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଗଲା l ହଠାତ ବାପା ମଦନ ଙ୍କର ମୃତ୍ୟୁ ହୋଇଯାଏ, ପୁଅ କାଳିଆ ପୁରା ହତବାକ ହୋଇଯାଏ l କିପରି ଶୁଦ୍ଧି କାର୍ଯ୍ୟ ହେବ ଏହା ଏବେ ମୁଖ୍ୟ ଚିନ୍ତା l ସବୁ ସ୍ଥାନ ରୁ ନିରାଶ ହେବା ପରେ ସ୍ଥାନୀୟ ଯୁବକ ବିଭୁତି ଙ୍କ ସହାୟତା ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବିଷୟରେ ଜାଣି ନିଜର ଦୁଃଖ ଜଣାଇଥିଲା l ଏହାପରେ ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ ଙ୍କ ଦ୍ୱାରା ଏକ ଟିମ ଯାଇ ଏହି ଘଟଣା ର ତଦନ୍ତ କରିଥିଲେ l ଆଜି ତାଙ୍କର ଦଶ କର୍ମ ରେ ତାଙ୍କ ପରିବାର ପାଇଁ ବସ୍ତ୍ର, ଏକ ମାସ ପାଇଁ ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା l ଟ୍ରଷ୍ଟ ପକ୍ଷରୁ ଦଶ କର୍ମ କରୁଥିବା ବ୍ରାହ୍ମଣ ଓ ବାରିକ ଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରାଯଇଥିଲା l ଏପରି ମାନବିକତା କାର୍ଯ୍ୟକ୍ରମ ପାଇଁ ଅଂଚଳ ବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ବୈଭବ ମହାନ୍ତି, ଉତ୍ପଳ ଚାଟାଜି, ହୃଷିକେଶ ମହାନ୍ତି, ମାନସ ପାତ୍ର,ସୁରେନ୍ଦ୍ର ପରିଡା,ବଳରାମ ଦାସ,ବିଶ୍ୱଜିତ ମହାପାତ୍ର ଓ ସୋରୂପ ଜେନା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା l ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
Previous Article
Next Article
admin1
admin1 Jun 12, 2026 28
admin1 Jun 20, 2026 10
admin Jul 27, 2026 15
admin Mar 30, 2026 12
admin1 Jul 11, 2026 10
admin Apr 12, 2026 18
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options