କିଛିଦିନ ଭିତରେ SIR- ନିର୍ବାଚନ କମିଶନର

କିଛିଦିନ ଭିତରେ SIR- ନିର୍ବାଚନ କମିଶନର

*-୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ*

*-ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ*

*-'SIR କିଛିଦିନ ଭିତରେ ଆରମ୍ଭ ହେବ , ସରିବା ପରେ ନୂଆ ଭୋଟର ଲିଷ୍ଟ'*

*-'ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କର'*

*-'ସଂରକ୍ଷଣ ପକ୍ରିୟା ଆରମ୍ଭ ହେଲାଣି ତେଣୁ ଆଉ ସୀମା ନିର୍ଦ୍ଧାରଣ ହେବନାହିଁ'*

*-'ସରକାର ଆମକୁ ସଂରକ୍ଷଣ କରି ଦେବାପରେ ନିର୍ବାଚନ ହେବ'*