*ଗିରଫ ପୂର୍ବରୁ ମହୀଶୂରରୁ ଲୁଟ୍ କରିଥିଲା ରାଜା- ସିପି*
*-କୁଖ୍ୟାତ ଅପରାଧୀ ରାଜା ସାହାଣୀର ଗିରଫ ନେଇ ସିପିଙ୍କ ପ୍ରେସ୍ମିଟ*
*-ଋଷିକେଶରୁ ଗିରଫ ରାଜାକୁ ଆଜି କୋର୍ଟରେ ହାଜର କରାଯିବ*
*-ରାଜାକୁ ଧରିବା ପାଇଁ ନର୍ଥଇଷ୍ଟ, ବିହାର, ଦିଲ୍ଲୀ ଓ କର୍ଣ୍ଣାଟକରେ ମ୍ୟାନହଣ୍ଟ*
*-ଡିଜିଟାଲ ଫୁଟପ୍ରିଣ୍ଟ ଆଧାରରେ ଲୋକେସନ ଟ୍ରାକ କରାଯାଇଥିଲା*
*-ଡିସେମ୍ବର ମାସରେ ସେ ମହୀଶୂରରୁ ଆଉ ଏକ ଲୁଟ କରିଥିଲା*
*-ଚୌଦ୍ବାର ଜେଲ୍ରୁ ଚମ୍ପଟ ମାରିବା ପରେ ମହୀଶୂରରୁ ଲୁଟ୍ କରିଥିଲା ରାଜା*
*-ବିଶାଖାପାଟଣାରେ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲା ରାଜା*
*-ଲୋକେସନ୍ ଟ୍ରାକ୍ କରାଯାଇ ଋିଷିକେଶରୁ ଗିରଫ କରାଯାଇଥିଲା*
*-ରାଜା ନାଁରେ ବିଭିନ୍ନ ରାଜ୍ୟରେ ୨୮ ମାମଲା ଥିବା ନେଇ ସିପିଙ୍କ ସୂଚନା*


admin 
