ଗୁଣୁପୁର ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ଠାରେ ମହା ଧୁମଧାମ ରେ 14 ତମ ବାର୍ଷିକ ଉତ୍ସବ ପାଳିତ...

ଗୁଣୁପୁର ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ଠାରେ ମହା ଧୁମଧାମ ରେ 14 ତମ ବାର୍ଷିକ ଉତ୍ସବ ପାଳିତ...

ତାରିଖ :-31/03/26

(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )

ରାୟଗଡା ଜିଲ୍ଲା ଗୁଣୁପୁର ଦିଦ୍ୟ ଦର୍ଶନ ଜ୍ଞାନମନ୍ଦିର ଆଶ୍ରମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରା ଯାଇଥିଲା ସକାଳୁ ଶ୍ରୀ ଶ୍ରୀ ସଦ ଗୁରୁ ଅର୍ଜୁନ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ନଗର ପରିକ୍ରମା କରାଯାଇଥିଲା । କେନ୍ଦ୍ର କମିଟିର ଉପସଭାପତି ବିଶ୍ଵନାଥ ପ୍ରଧାନ ଏବଂ କେନ୍ଦ୍ର କମିଟି ର ସେମିଳି ଗୁଡ଼ା ଆଶ୍ରମପରିଚାଳକ ସୁନାରାମ ମାଝି, ତଥା ଅନ୍ତରଝୋଲି ଦିବ୍ୟ ଦର୍ଶନ ଆଶ୍ରମର ପରିଚାଳନା କମିଟି ସଭାପତି ଭୁଜଙ୍ଗଭାଇ ଏବଂ ଗୁଣପୁର ଜ୍ଞାନମନ୍ଦିର ବିଦ୍ୟ ଦର୍ଶନ ଆଶ୍ରମ ପରିଚାଳନା କମିଟିର ସଭାପତି ହରିହର ସ୍ୱାଇଁ ଏବଂ ସମ୍ପାଦକ ଉର୍ମିଳା ଭଉଣୀ, ଆଞ୍ଚଳିକ ପ୍ରତିନିଧି ଗୌରି ଭାଇ, ଗୋପାଳ ଭାଇ,ଧନ୍ଵଜୟ ବେହରା, କେଶବ ପଟ୍ଟନାୟକ, ବଳଭାଇ, ଦିପ୍ତିଭାଇ, ସନ୍ତୋଷୀନୀ ଉଉଣୀ, ମାଝିଭାଇ, ଶ୍ରୀଦେବୀ ଭଉଣୀ, ପ୍ରମୁଖ ଯୋଗ ଦେଇଥିଲେ କୋଣ ଅନୁକୋଣ ରୁ ଆସିଥିବା ଗୁରୁଭାଇ ତଥା ଗୁରୁ ଭଉଣୀ ସମସ୍ତ ଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ବିଶେଷ କରି ଆଜିର ପ୍ରବଚନରେ ମୁଖ୍ୟ ବକ୍ତା ଭାବେ କୋନ୍ଦ୍ର କମିଟିର ଉପସଭାପତି ବିଶ୍ୱନାଥ ପ୍ରଧାନ ତଥା ସେମିଳିଗୁଡ଼ା ଆଶ୍ରମ ପରିଳକ ସୁନାରାମ ମାଝି, ଅନ୍ତର ଝୋଲି ବିଦ୍ୟ ଦର୍ଶନ ଆଶ୍ରମ ପରିଚାଳକ ଭୁଜଙ୍ଗଭାଇ ମୂଖ୍ୟବକ୍ତା ଭାବେ ସଦଗୁରୁ ଶ୍ରୀ ଶ୍ରୀ ସଦ ଗୁରୁ ଅର୍ଜୁନ ପ୍ରବଚନ ଦେଇଥିଲେ ଶେଷରେ ପ୍ରାୟ ଦୁଇ ସହ ରୁ ଉର୍ଦ୍ଧ ଗୁରୁ ଭାଇ ତଥା ଗୁରୁ ଭଉଣୀ ଉପସ୍ଥିତ ଦେଖିବାକୁ ମିଳିଥିଲା ପରିଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର