ଘରୁ ଉଦ୍ଧାର ହେଲା ସାଉଥ ଆଫ୍ରିକା ଦେଖା ଯାଉଥିବା ବ୍ଲାକ ମାମ୍ବା ସାପ ।

ଘରୁ ଉଦ୍ଧାର ହେଲା ସାଉଥ ଆଫ୍ରିକା ଦେଖା ଯାଉଥିବା ବ୍ଲାକ ମାମ୍ବା ସାପ ।

ଘରୁ ଉଦ୍ଧାର ହେଲା ସାଉଥ ଆଫ୍ରିକା ଦେଖା ଯାଉଥିବା ବ୍ଲାକ ମାମ୍ବା ସାପ ।

କାଲିମେଳା ତା ୨୬/୫/ କାଲିମେଳା ବିଦ୍ୟୁତ ବିଭାଗ ରେ କାର୍ଯ୍ୟ ରତ ଏସ ପ୍ରକାଶ ରାଓ ଙ୍କ ବାସଭବନ ରେ ଅପରାହ୍ନ ରେ ଏକ ବିଷାକୁ ସାପ ପଶିଥିବା ପରିବାର ବର୍ଗ ଦେଖ୍ ସ୍ନେକ ହେଲ୍ପ ଲାଇନ ଙ୍କୁ ଖବର ଦେଇଥିଲେ, ଖବର ପାଇ ସ୍ନେକ ରାଇପର ରାକେଶ ହାଲଦାର ଶ୍ରୀ ରାଓ ଙ୍କ ଘରୁ ସାଡେ ତିନି ଫୁଟ ସାପ ଟିକୁ ଉଦ୍ଧାର କରିଥିଲେ, ଏହି ସାପ ଟି ବ୍ଲାକ ମାମ୍ବା ବୋଲି ଅନୁମାନ କରାଯାଇଛି,ଏହି ସାପ ସାଉଥ ଆଫ୍ରିକା ରେ ଦେଖା ଯାଏ,ଏହା ଓଡିଶା ରେ ପୂର୍ବରୁ ଦୁଇଟି ଏହି ବ୍ଲାକ ମାମ୍ବା ଧରା ଯାଇଛି,ବୋଲି ଶ୍ରୀ ହାଲଦାର କହିଛନ୍ତି । ଆବଶ୍ୟକ ହେଲେ ଭୁବନେଶ୍ବର ପଠାଇ ସାପ ଟି ପରୀକ୍ଷା କରାଯିବ ବୋଲି ଶ୍ରୀ ରାକେଶ କହି ଛନ୍ତି । କାଲିମେଳା ସଦର ଶୁକଦେବ ବିଶ୍ବାସ ଙ୍କ ବିଦ୍ୟୁତ ଦୋକାନ ରୁ ଦଶ ଫୁଟ ଢମଣା ସାପ କୁ ଉଦ୍ଧାର କରିଛନ୍ତି ରାଇପର ଶ୍ରୀ ରାକେଶ, ଉଦ୍ଧାର କରି ଏମଭି 126ରେ ପାହାଡ଼ ଜଙ୍ଗଲ ରେ ଛାଡିଛନ୍ତି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର