ତୁଳସୀ ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝିଲେ ବ୍ଲକ ବିଜେଡି ସଭାପତି ।

ତୁଳସୀ ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝିଲେ ବ୍ଲକ ବିଜେଡି ସଭାପତି ।

ତୁଳସୀ ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝିଲେ ବ୍ଲକ ବିଜେଡି ସଭାପତି ।

ମାଲକାନଗିରି ତା:-୨୬/୦୫  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡରେ ଆଦିବାସୀ ମାନେ ବାସ କରୁଛନ୍ତି । ରବିବାର ଦିନ ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀ ସେଠାକୁ ଯାଇ ଲୋକମାନଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲଚନା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଗାଁ ଗୁଡିକରେ ବିଭିନ୍ନ ଉନ୍ନତି ଥ‌ିବା ପଞ୍ଚାୟତକୁ ଯିବାପାଇଁ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଓ ଆନ୍ୟ ଗରିବ କଲ୍ୟାଣ କାରି ଯୋଜନାରେ ଗାଁ ଅଙ୍ଗନୱାଡିର ସୁବିଧା ହୋଇପାରିଛି । ଗାଁ ଘର ପରିବାର ସହିତ ଏଭଳି ତୁଳସୀପାହାଡ ଅଞ୍ଚଳରେ କେର ନର ମେତି,ଚ୍ୟର କଟାଳ, କଟୁଆ ପଦର, ଦଣ୍ଡିପଦର, ଚିଙ୍ଗ୍ରିଡିକୁଣ୍ଡ, ଯୋନ୍ଦ୍ରାଗୁଡା କୋଟେପଲ୍ଲୀ ଏସବୁ ଗାଁର ଲୋକଙ୍କ ସହିତ ଆଲୋଚନା କରିଥିଲେ। ବ ପରେ ଗାଁ ଗାଁକ ମନାଗମ ଗାଁରେ ପିଇବା ପାଣି ଓ ଗମନା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ରାସ୍ତାଘାଟ ନ ଥିବାରୁ ଲୋକେ ହଇରାଣ ହେଉଥିଲେ। ଏବେ କିନ୍ତୁ ମାଓବାଦୀ ମୁକ୍ତ , ରାସ୍ତା , ପିଇବା ପାଣି ପାଇଁ ନଳକୂପ ସରକାର ଯୋଗାଇ ଦେଇଥିବା ଓ ଲୋକେ ଖୁସିରେ ଥ‌ିବା ଶ୍ରୀ ପୂଜାରୀ କହିଛନ୍ତି ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର