ପୁରୀ ସ୍ନାନ ଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ..

ପୁରୀ ସ୍ନାନ ଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ..

ପୁରୀ ସ୍ନାନ ଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ..
-ସ୍ନାନଯାତ୍ରା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ
-ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ଗୃହରେ ସ୍ବତନ୍ତ୍ର ବୈଠକ
-ବୈଠକରେ ପୁରୀ ଏସପି ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ
-ବ୍ରହ୍ମଗିରି ଅଲାରନାଥ ସେବାୟତ ମଧ୍ୟ ବୈଠକରେ ଉପସ୍ଥିତ
-ଅଲାରନାଥଙ୍କ ନୀତି କାନ୍ତି , ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା.