ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର:
*ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର: କହ୍ନେୟା କୁମାର* *-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ କହ୍ନେୟା କୁମାର* *-ଝାରସୁଗୁଡ଼ାରେ ପହଞ୍ଚିବା ପରେ ସିଧାସଳଖ ଟାର୍ଗେଟ୍ କଲେ* *-ସମ୍ବଲପୁର ଲୋକଙ୍କୁ ଜଣାଇବା ପାଇଁ ଓଡ଼ିଶା ଆସିଛି ବୋଲି କହିଲେ* *-‘ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଫାଇଲ୍ରେ ପ୍ରଧାନମନ୍ତ୍ରୀ କାହିଁକି ଦସ୍ତଖତ କରୁ ନାହାନ୍ତି’* *-‘ଜଣେ ମନ୍ତ୍ରୀଙ୍କୁ ବଦଳାଇବା ପାଇଁ ଏତେ ଆଗପଛ କାହିଁକି’* *-NSUI ଇନ୍ଚାର୍ଜ ଦାୟିତ୍ବରେ ଅଛନ୍ତି କଂଗ୍ରେସର ଯୁବ ନେତା କହ୍ନେୟା କୁମାର*


admin1 
