*ସୁଧୀର ପାତ୍ର ହତ୍ୟା: ଝିଆରୀ ମୁଖ୍ୟ ଅଭିଯୁକ୍ତ*

*ସୁଧୀର ପାତ୍ର ହତ୍ୟା: ଝିଆରୀ ମୁଖ୍ୟ ଅଭିଯୁକ୍ତ*

-ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌

-ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି

-ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି

-କିଛିଦିନ ପୂର୍ବରୁ ସୁଧୀଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା

-ବଡ଼ ଭାଇଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସନ୍ଦେହ ଚକ୍ଷୁରେ ଦେଖୁଥିଲେ

-ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି କହିଲେ ଏସ୍‌ପି

-ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲେ ଏସ୍‌ପି

-ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍‌ କାଳୁ ପ୍ରଧାନ ମିଶି ଷଡ଼ଯନ୍ତ୍ର କରିଥିଲେ

-ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ

ନିବେଦିତା-ତୁଷାର-କାଳୁ ମିଶି ଦାଦାଙ୍କଠୁ ଟଙ୍କା ପାଇଁ ଷଡ଼ଯନ୍ତ୍ର କରିଥିଲେ

-ଅନ୍ୟ ଅଭିଯୁକ୍ତମାନେ ହେଲେ ଜିତୁନ ପଲାଇ, ନାରାୟଣ ପ୍ରଧାନ

-ଆଶିଷ ମହାପାତ୍ର, ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ

-ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ

-ପିଟି ପିଟି ମାରିଛନ୍ତି, ଧମକାଇବାକୁ ବନ୍ଧୁକ ବ୍ୟବହାର କରିଛନ୍ତି

-ହତ୍ୟାକାଣ୍ଡ ପାଇଁ ଆର୍ଥିକ କାରବାର ମଧ୍ୟ ହୋଇଛି

-ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ତଦନ୍ତ ଜାରି ରହିଛି

-ନାରାୟଣ ପ୍ରଧାନ ନାଁରେ ଡବଲ ମର୍ଡର ମାମଲା ରହିଛି

-ଜିତୁନ ପଲାଇ ନାଁରେ ଏନ୍‌ଡିପିଏସ୍‌ ଓ ଦୁଷ୍କର୍ମ ମାମଲା ରହିଛି

-ସୂର୍ଯ୍ୟ ପ୍ରତାପ ନାଁରେ ମଧ୍ୟ ପୂର୍ବରୁ ୪ରୁ ୫ ମାମଲା ରହିଛି