ନିଲମ୍ବନକୁ ଦୁର୍ଭାଗ୍ୟଜନକ କହିଲେ ରମାକାନ୍ତ ଭୋଇ

ନିଲମ୍ବନକୁ ଦୁର୍ଭାଗ୍ୟଜନକ କହିଲେ ରମାକାନ୍ତ ଭୋଇ

*ନିଲମ୍ବନ ଦୁର୍ଭାଗ୍ୟଜନକ- ରମାକାନ୍ତ*

*-ନିଲମ୍ବନକୁ ଦୁର୍ଭାଗ୍ୟଜନକ କହିଲେ ରମାକାନ୍ତ ଭୋଇ*

*-ନିଲମ୍ବନ ପରେ OTVକୁ ରମାକାନ୍ତ ଭୋଇଙ୍କ ପ୍ରଥମ ପ୍ରତିକ୍ରିୟା*

*-'ଗୋଟିଏ ପରେ ଗୋଟିଏ ୮ ବିଧାୟକଙ୍କୁ ନିଲମ୍ବନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ'*

*-ବିଜେଡିର ଏଭଳି ନିଷ୍ପତ୍ତି ଆଦୌ ସ୍ବାଗତଯୋଗ୍ୟ ନୁହେଁ- ରମାକାନ୍ତ*

*-'ଦଳକୁ ବଞ୍ଚାଇବାକୁ ହେଲେ ଏଭଳି ନିଲମ୍ବନ ଦୁର୍ଭାଗ୍ୟଜନକ'*

*-ମୁଁ କିଛି ଲୁଚାଛପା କରିନି , ଯାହା କରିଛି ଖୋଲାଖୋଲି- ରମାକାନ୍ତ*

*-ମୋତେ ଅପରାଧୀଙ୍କ ଭଳି ଉଠାଇ ନେଲେ , ଆତ୍ମସମ୍ମାନ ପ୍ରତି ଆଘାତ ଥିଲା*

*-ମୁଁ ସେଠାରେ ହିଁ କହିଥିଲି , ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ୍ ଦେବିନି*